କୃଷ୍ଣ ମୋର ପ୍ରାଣ କୃଷ୍ଣ ମୋର ପ୍ରାଣ
ପାଟି ତୋର ଫିଟି ନାହିଁ ଖାଲି ଦେଉ ଇସାରା ବୁଝିବାକୁ ତୋର କଥା ସବୁ କାମ ଅଧୁରା ପାଟି ତୋର ଫିଟି ନାହିଁ ଖାଲି ଦେଉ ଇସାରା ବୁଝିବାକୁ ତୋର କଥା ସବୁ କାମ ଅଧୁରା
ବିଳାପିତ ମାତୃତ୍ବ ବିଳାପିତ ମାତୃତ୍ବ
ଯଶୋଦା ପାଗଳି ନନ୍ଦରାଜା ରାଣୀ ଖୋଜୁଥାନ୍ତି ନୀଳମଣୀ, ଗାଈଗୋଠେ ଅବା ଗାଈ ଜଗିଥିବ ବେଳ ଉଛୁର ହେଲାଣି ଯଶୋଦା ପାଗଳି ନନ୍ଦରାଜା ରାଣୀ ଖୋଜୁଥାନ୍ତି ନୀଳମଣୀ, ଗାଈଗୋଠେ ଅବା ଗାଈ ଜଗିଥିବ ବେଳ...
ଜୀବନ ବି ନଦୀଟିଏ ଅଙ୍କା-ବଙ୍କା ବହୁଥାଏ- କାହାରିକୁ ପର କରେନାହିଁ | ଜୀବନ ବି ନଦୀଟିଏ ଅଙ୍କା-ବଙ୍କା ବହୁଥାଏ- କାହାରିକୁ ପର କରେନାହିଁ |
ଜୀବନେ ଅନେକ ରଙ୍ଗ ଭାରି ଅଛି କିଛି ଜଣା ଓ ଅଜଣା l ଜୀବନେ ଅନେକ ରଙ୍ଗ ଭାରି ଅଛି କିଛି ଜଣା ଓ ଅଜଣା l